ETV Bharat / state

ମହିଳାଙ୍କୁ ଆକ୍ରମଣ ପରେ କୂଅରେ ଖସିପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ

author img

By

Published : Jul 4, 2020, 12:29 PM IST

ଖୋର୍ଦ୍ଧା ବିଙ୍କୁଡିଆ ଗ୍ରାମରେ ଜଣେ ମହିଳାଙ୍କୁ ବାରହା ଆକ୍ରମଣ କରିବା ପରେ କୂଅରେ ଖସିପଡିଥିବାବେଳେ, ଶନିବାର ଉଦ୍ଧାର କରିଛି ଜିଲ୍ଲା ବନ ବିଭାଗ । ଅଧିକ ପଢନ୍ତୁ...

ମହିଳାଙ୍କୁ ଆକ୍ରମଣ ପରେ କୂଅରେ ଖସିପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ
ମହିଳାଙ୍କୁ ଆକ୍ରମଣ ପରେ କୂଅରେ ଖସିପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ

ଖୋର୍ଦ୍ଧା:ଜିଲ୍ଲାର ଆଦର୍ଶ ଥାନା ଅନ୍ତର୍ଗତ ବିଙ୍କୁଡିଆ ଗ୍ରାମରେ ବାରହା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ଆହତ ମହିଳା ହେଲେ ସୁଲୋଚନା ମହାପାତ୍ର । ସେ ଚିକିତ୍ସା ପରେ ଏବେ ଘରକୁ ଫେରିଛନ୍ତି । ତେବେ ମହିଳାଙ୍କୁ ଆକ୍ରମଣ ପରେ ଲୋକଙ୍କ ଭୟରେ ବାରହାଟି କୂଅରେ ପଡିଯାଇଥିଲା । ଖବରପାଇ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ମାନେ ବାରହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି ।

ମହିଳାଙ୍କୁ ଆକ୍ରମଣ ପରେ କୂଅରେ ଖସିପଡିଲା ବାରହା, ଉଦ୍ଧାର କଲା ବନ ବିଭାଗ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.