ETV Bharat / state

ବିଜେପିର 2ୟ ପ୍ରାର୍ଥୀ ତାଲିକା: କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶଙ୍କୁ ଟିକେଟ

author img

By

Published : Mar 25, 2019, 11:30 AM IST

Updated : Mar 25, 2019, 7:49 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

2019-03-25 13:28:47

କନ୍ଧମାଳରେ ଏବେ ଜମିବ ଅଚ୍ୟୁତ-ଖାରବେଳ ଲଢେଇ

BJP
ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ପ୍ରକାଶ ପାଇଛି ଓଡିଶା ବିଜେପିର 2ୟ ପ୍ରାର୍ଥୀ ତାଲିକା । ଏଥିରେ 2ଟି ଲୋକସଭା ଏବଂ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଘର ବାହୁଡା ପରେ ଖାରବେଳ ସ୍ବାଇଁଙ୍କୁ ମିଳିଛି ଟିକେଟ ।

ଖବର ଅନୁସାରେ ଖାରବେଳ ସ୍ବାଇଁ କନ୍ଧମାଳରୁ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ଏହାସହ ଗତକାଲି ଦଳରେ ମିଶିଥିବା ଅବସରପ୍ରାପ୍ତ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଦଳ କଟକ ଆସନରୁ ପ୍ରାର୍ଥୀ କରିଛି । ସେହିପରି ଦଳ ପକ୍ଷରୁ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି ।

2019-03-25 11:17:37

କନ୍ଧମାଳରେ ଏବେ ଜମିବ ଅଚ୍ୟୁତ-ଖାରବେଳ ଲଢେଇ

BJp
ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: 

ଝାରସୁଗୁଡା- ଦିନେଶ ଜୈନ
ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରୀପୋଖରୀ- ବଦ୍ରିନାରାୟଣ ଧଳ
ଭଦ୍ରକ- ପ୍ରଦୀପ ନାଏକ
ଫୁଲବାଣୀ- ଦେବନାରାୟଣ ପ୍ରଧାନ
ପାରାଦ୍ବୀପ- ସମ୍ପଦ ସ୍ବାଇଁ
ଜୟଦେବ- ନରେନ୍ଦ୍ର ନାୟକ
ଜଟଣୀ- ବିଶ୍ବରଞ୍ଜନ ବଡଜେନା
ବେଗୁନିଆ- ରିଷଭ ନନ୍ଦ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:Conclusion:
Last Updated :Mar 25, 2019, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.