ପୋଲିସ ଚାକିରୀରୁ OAS; ଆଶୁତୋଷଙ୍କୁ ଗାଁ' ମାଟିରେ ସମ୍ବର୍ଦ୍ଧନା

author img

By

Published : Oct 12, 2021, 5:48 PM IST

from police job to became OAS officer, villagers felicitated their own Ashutosh Mallick

ଯାଜପୁର ବିଞ୍ଝାରପୁର ଥାନା ତଥା ବରି ବ୍ଲକ କନ୍ତିଆ ଗାଁ'ର ଆଶୁତୋଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ଯାଜପୁର: ପୋଲିସ ଚାକିରୀରୁ OAS ପାଇଥିବା ଆଶୁତୋଷ ମଲ୍ଲିକଙ୍କୁ ଗାଁ'ରେ ସମ୍ବର୍ଦ୍ଧନା । ଯାଜପୁର ବିଞ୍ଝାରପୁର ଥାନା ତଥା ବରି ବ୍ଲକ କନ୍ତିଆ ଗାଁ'ର ଆଶୁତୋଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ପୋଲିସ ଚାକିରୀରୁ OAS; ଆଶୁତୋଷଙ୍କୁ ଗାଁ' ମାଟିରେ ସମ୍ବର୍ଦ୍ଧନା

ଏହ କାର୍ଯ୍ୟକ୍ରମରେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ସଫଳତା ପାଇଁ ଆଶୁତୋଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଶୁତୋଷଙ୍କ ଅନେକ ଶୁଭେଛୁ ଓ ସମର୍ଥକ ତାଙ୍କର ଏଭଳି ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.