ETV Bharat / state

ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ

author img

By

Published : Jun 1, 2021, 5:47 PM IST

ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ । ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ..

ଗାଡି ଧକ୍କାର କୃଷ୍ଣସାର ମୃଗ ମୃତ
ଗାଡି ଧକ୍କାର କୃଷ୍ଣସାର ମୃଗ ମୃତ

ଭଞ୍ଜନଗର: ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଓ ବାଲିଛାଇ ମଝିରେ ଅଜଣା ଗାଡି ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗାଡି ଧକ୍କାର କୃଷ୍ଣସାର ମୃଗ ମୃତ

ମୃଗଟି ରାସ୍ତା ପାର ହେଉଥିବାବେଳେ ତାଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି କୃଷ୍ଣସାର ମୃଗର ମୃତଦେହ ମୁଖ୍ୟ ରାସ୍ତା ଉପରେ ପଡି ରହିଥିବାବେଳେ ବନବିଭାଗର ଦେଖା ମିଳିନଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.