ETV Bharat / sports

ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ

author img

By

Published : Nov 9, 2020, 7:43 AM IST

ଆଲେକଜାଣ୍ଡର ଜର୍ଭଙ୍କୁ ହରାଇ ପ୍ରଥମ ଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ । ଅଧିକ ପଢନ୍ତୁ...

Medvedev fights back to beat Zverev; takes Paris Masters title
ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ

ପ୍ୟାରିସ: ଡାନିଲ ମେଡଭେଡେବ ଜିତିଲେ ପ୍ୟାରିସ ମାଷ୍ଟର୍ସ । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆଲେକଜାଣ୍ଡର ଜର୍ଭଙ୍କୁ ହରାଇ ପ୍ରଥମ ଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟେଲ ବିଜୟୀ ହୋଇଛନ୍ତି ମେଡଭେଡେବ । କ୍ୟାରିୟରର ଅଷ୍ଟମ ଓ ମାଷ୍ଟର୍ସ ଇଭେଣ୍ଟରେ ଏହା ମେଡଭେଡେବଙ୍କର ତୃତୀୟ ଟାଇଟେଲ ।

ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ

ଦୁଇ ଟେନିସ ଷ୍ଟାରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ସେଟ ବିଜୟ ସହ ନିଜ ନାମରେ କରିଥିଲେ ଜର୍ଭ । ମାତ୍ର ରୋମାଞ୍ଚକର ଭାବେ ମେଡଭେଡେବ ଆକ୍ରମଣାତ୍ମକ ରଣନୀତି ସହ ମ୍ୟାଚକୁ ଫେରିଥିଲେ । ଦ୍ବିତୀୟ ସେଟରେ ବିଜୟୀ ହୋଇଥିଲେ ।

ଫଳରେ 3ୟ ତଥା ନିର୍ଣ୍ଣାୟକ ସେଟରେ ମ୍ୟାଚର ଫଳାଫଳ ସ୍ଥିର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.