ETV Bharat / sports

ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

author img

By

Published : Jan 19, 2021, 4:12 PM IST

Updated : Jan 19, 2021, 11:12 PM IST

ବର୍ଡର ଗାଭାସ୍କର ଟ୍ରଫି ସିରିଜ ବିଜୟ ସହ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି । ଅଧିକ ପଢନ୍ତୁ...

India claim top-spot in World Test Championship table after historic win at The Gabba
ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟରେ ଦମଦାର ବିଜୟ ସହ ବର୍ଡର ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି ଭାରତ । ଏହି ଆକର୍ଷଣୀୟ ବିଜୟ ସହ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି ।

ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

430 ପଏଣ୍ଟ ସହ ଭାରତ ପ୍ରଥମ ଓ ନ୍ୟୁଜିଲାଣ୍ଡ 420 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ 332 ପଏଣ୍ଟ ସହ ଅଷ୍ଟ୍ରେଲିଆରେ ରହିଛି ।

India claim top-spot in World Test Championship table after historic win at The Gabba
ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

ଭାରତ ନଂ1 ସ୍ଥାନରେ, ଗାବାରେ କଡା ମୁକାବିଲାରେ ବିଜୟ ମିଳିବା ପରେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଅଷ୍ଟ୍ରେଲିଆ 3 ନଂ ସ୍ଥାନକୁ ଖସିଆସିଛି ।

ଏଥିସହ ଆଇସିସି ଟେଷ୍ଟ ଟିମ ମାନ୍ୟତା ତାଲିକାରେ ମଧ୍ୟ ଅଷ୍ଟ୍ରେଲିଆକୁ ପଛକୁ ଠେଲି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆର 113 ପଏଣ୍ଟ ଥିବାବେଳେ ଭାରତ 117.65 ପଏଣ୍ଟ ସହ ଦ୍ବିତୀୟରେ ରହିଛି । ନ୍ୟୁଜିଲାଣ୍ଡ 118.44 ପଏଣ୍ଟ ସହ ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2021, 11:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.