ETV Bharat / elections

ବିଜେଡି ଛାଡିବେ ଅମରେନ୍ଦ୍ର, ସ୍ବାଧିନ ଭାବେ ଲଢିବେ !

author img

By

Published : Apr 4, 2019, 8:34 PM IST

ଅମରେନ୍ଦ୍ର ଦାସ ବିଜେଡି ଛାଡିବାକୁ ଦେଇଛନ୍ତି ଇସାରା। ସ୍ୱାଧିନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ।

ଫଟୋ ସୌଜନ୍ୟ- ସମ୍ୱାଦଦାତା, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାରେ ସରଗରମ ବିଜେଡି ରାଜନୀତି । ଜିଲ୍ଲା ବିଜେଡି ସଭାପତି ବିଷ୍ନୁଦାସଙ୍କ ଶିଷ୍ୟ କୁହାଯାଉଥିବା ଅମରେନ୍ଦ୍ର ଦାସ ବିଜେଡି ଛାଡିବାକୁ ଦେଇଛନ୍ତି ଇସାରା।

ଭିଡିଓ ସୌଜନ୍ୟ- ସମ୍ୱାଦଦାତା, ଜଗତସିଂହପୁର


ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ଆସନରୁ ଟିକେଟ୍ ପାଇବା ପରେ ଅମରେନ୍ଦ୍ରଙ୍କ ସମର୍ଥକ ରାସ୍ତାରୋକ କରିବା ସହ ପୋଡାଜଳା କରିଥିଲେ । ପୁର୍ନବିଚାର ପାଇଁ ଗତ ମଙ୍ଗଳବାର ଅମରେନ୍ଦ୍ର ନବୀନ ନିବାସରେ ପହଞ୍ଚିଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ମିଳିପାରିନାହିଁ । ଏଥିଯୋଗୁଁ ଦଳ ଉପରେ ନିରାଶ ହୋଇ ଗୁରୁବାର ବିରାଟ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଅମରେନ୍ଦ୍ର । ତେବେସ୍ବାଧିନ ଭାବେ ନିର୍ବାଚନଲଢିବାକୁ ଇସାରା ଦେଇଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.