ପ୍ରକାଶ ପାଇଲା OTET ପରୀକ୍ଷାଫଳ

author img

By

Published : Apr 8, 2022, 1:48 PM IST

ପ୍ରକାଶ ପାଇଲା OTET ପରୀକ୍ଷାଫଳ

ପ୍ରକାଶ ପାଇଲା ଓଟିଇଟି(OTET) ପରୀକ୍ଷା ଫଳ। ବୋର୍ଡ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କଟକ: ପ୍ରକାଶ ପାଇଲା ଓଟିଇଟି(OTET) ପରୀକ୍ଷା ଫଳ। ଓଟିଇଟି ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବ ସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ। ଏହି ଓ୍ବେବ ସାଇଟକୁ ଯାଇ ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ।

ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.