ETV Bharat / city

କେନ୍ଦ୍ର ରାଜ୍ୟର ମଧୁଚନ୍ଦ୍ରିକା ଯୋଗୁଁ ତୈଳ ଦର ସେଞ୍ଚୁରି ପାର: କଂଗ୍ରେସ

author img

By

Published : Jul 7, 2021, 2:23 PM IST

ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା କଂଗ୍ରେସ । ଆଜିଠୁ ଠିକ 10 ଦିନ ବ୍ୟାପି ଅର୍ଥାତ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଏନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ।

କେନ୍ଦ୍ର ରାଜ୍ୟର ମଧୁଚନ୍ଦ୍ରିକା ଯୋଗୁଁ ତୈଳ ଦର ସେଞ୍ଚୁରି ପାର: କଂଗ୍ରେସ
କେନ୍ଦ୍ର ରାଜ୍ୟର ମଧୁଚନ୍ଦ୍ରିକା ଯୋଗୁଁ ତୈଳ ଦର ସେଞ୍ଚୁରି ପାର: କଂଗ୍ରେସ

କଟକ: ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା କଂଗ୍ରେସ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ତୈଳ ଦର 100 ଟପିଛି। ତେବେ ଆଜିଠୁ ଠିକ 10 ଦିନ ବ୍ୟାପି ଅର୍ଥାତ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଉଭୟ ସରକାରଙ୍କ ବେପୁରୁଆ ନୀତି ଯୋଗୁଁ ଆଜି ରାଜ୍ୟର ଅବସ୍ଥା ଜରାଜୀର୍ଣ୍ଣ ।

କେନ୍ଦ୍ର ରାଜ୍ୟର ମଧୁଚନ୍ଦ୍ରିକା ଯୋଗୁଁ ତୈଳ ଦର ସେଞ୍ଚୁରି ପାର: କଂଗ୍ରେସ

ତେବେ ଏନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.