ETV Bharat / city

ରାଜଧାନୀରେ ମହିଳାଙ୍କ ରକ୍ତର ହୋଲି, ହାତ କାଟି ଆତ୍ମହତ୍ଯା ଉଦ୍ଯମ

author img

By

Published : Mar 29, 2021, 6:50 PM IST

ହୋଲିରେ ହାତ କାଟିଲେ ମହିଳା । ମାଷ୍ଟରକାଣ୍ଟିନରେ ଏମିତି ଘଟିଛି ଘଟଣା । ହଠାତ ମହିଳା ଜଣଙ୍କ ବାମ ହାତକୁ କାଟି ଆତ୍ମହତ୍ଯା ପାଇଁ ଉଦ୍ଯମ କରିଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ମହିଳାଙ୍କ ରକ୍ତର ହୋଲି
ରାଜଧାନୀରେ ମହିଳାଙ୍କ ରକ୍ତର ହୋଲି

ଭୁବନେଶ୍ବର: ହୋଲିରେ ହାତ କାଟିଲେ ମହିଳା । ମାଷ୍ଟରକାଣ୍ଟିନରେ ଏମିତି ଘଟିଛି ଘଟଣା । ହଠାତ ମହିଳା ଜଣଙ୍କ ବାମ ହାତକୁ କାଟି ଆତ୍ମହତ୍ଯା ପାଇଁ ଉଦ୍ଯମ କରିଛନ୍ତି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଛି ।

ରାଜଧାନୀରେ ମହିଳାଙ୍କ ରକ୍ତର ହୋଲି

ତେବେ ପୋଲିସ ସୁତ୍ରରୁ ସୂଚନା ମିଳିଛି ସେ ଉକ୍ତ ମହିଳା ଜଣଙ୍କ ମାନସିକ ଅବସ୍ଥା ଠିକ ନାହିଁ । ତେବେ ସେ ମହିଳା ଜଣକ କିଏ ଏବଂ କେଉଁ କାରଣରୁ ହୋଲିରେ ଏମିତି କଲେ ତାହା ଜଣାପଡିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.