ETV Bharat / city

ଅଧାରେ ଅଟକିଲା ରୁକୁଣା ରଥ, ରାମ ନବମୀରେ ପହଞ୍ଚିବ ରାମେଶ୍ୱର ମନ୍ଦିର

author img

By

Published : Apr 9, 2022, 7:00 PM IST

Updated : Apr 9, 2022, 8:13 PM IST

ଅଧାରେ ଅଟକିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ତିନିମୁଣ୍ଡିଆ ଛକ ନିକଟରେ ଅଟକିଲା ରଥ । ଅଧିକ ପଢନ୍ତୁ

ଅଧାରେ ଅଟକିଲା ରୁକୁଣା ରଥ, ରାମ ନବମୀରେ ପହଞ୍ଚିବ ରାମେଶ୍ୱର ମନ୍ଦିର
ଅଧାରେ ଅଟକିଲା ରୁକୁଣା ରଥ, ରାମ ନବମୀରେ ପହଞ୍ଚିବ ରାମେଶ୍ୱର ମନ୍ଦିର

ଭୁବନେଶ୍ବର: ଅଧାରେ ଅଟକିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ତିନିମୁଣ୍ଡିଆ ଛକ ନିକଟରେ ଅଟକିଲା ରଥ । ଆସନ୍ତାକାଲି(ରବିବାର) ପୁନଃ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ । ସନ୍ଧ୍ୟା ହୋଇ ଯାଇଥିବାରୁ ରଥଟଣା ଅଧାରେ ଅଟକିଥିବା ଜଣାପଡିଛି ।

ଅଧାରେ ଅଟକିଲା ରୁକୁଣା ରଥ, ରାମ ନବମୀରେ ପହଞ୍ଚିବ ରାମେଶ୍ୱର ମନ୍ଦିର

ଦୀର୍ଘ ଦୁଇ ବର୍ଷ ପରେ ଭୁବନେଶ୍ବର ସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ତେବେ ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ରଥଯାତ୍ରା । ଆଜି ସନ୍ଧ୍ୟା ହୋଇଯିବାରୁ ରଥଟଣା କାର୍ଯ୍ୟ ଅଧାରେ ଅଟକିଛି । ଆସନ୍ତାକାଲି ରାମ ନବମୀରେ ଲିଙ୍ଗରାଜଙ୍କ ରୁକୁଣା ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Apr 9, 2022, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.