Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର
Published on: Jun 24, 2022, 7:35 AM IST

Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର
Published on: Jun 24, 2022, 7:35 AM IST
ଭୁବନେଶ୍ବର: ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।
ଆଜିର ପେଟ୍ରୋଲ ଓ ଡିଜେଲ ଦର |
ଭୁବନେଶ୍ବର | 103.19 | 94.76 |
ଅନୁଗୋଳ | 104.61 | 96.12 |
ବାଲେଶ୍ବର | 104.61 | 95.10 |
କଟକ | 103.54 | 95.10 |
ଗଞ୍ଜାମ | 103.54 | 96.17 |
ପୁରୀ | 104.66 | 94.94 |
ସମ୍ବଲପୁର | 104.66 | 95.35 |
କେନ୍ଦ୍ରାପଡା | 104.66 | 94.81 |
ବଲାଙ୍ଗୀର | 104.95 | 96.47 |
ମାଲକାନଗିରି | 109.20 | 100.56 |

Loading...