ETV Bharat / city

ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

author img

By

Published : Nov 29, 2019, 1:37 PM IST

ପରବେଶ ସୁରକ୍ଷା ଆଇନକୁ ବିଶ୍ଵ ସ୍ତରରେ କଡାକଡି କରିବା ଦାବିରେ ରାଜଧାନୀ ରାଜରାସ୍ତାରେ ଚାଲିଲେ ଶହ ଶହ ଛାତ୍ରଛାତ୍ରୀ।

global warming
ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ଭୁବନେଶ୍ବର: ପରିବେଶ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଛି । ଏବେ ଏଥିରୁ ବାଦ ପଡି ନାହାନ୍ତି ଛାତ୍ରଛାତ୍ରୀ । ପରିବେଶ ସୁରକ୍ଷା ଆଇନକୁ ବିଶ୍ଵସ୍ତରରେ କଡାକଡି କରିବା ଦାବିରେ ରାଜରାସ୍ତାରେ ଚାଲିଲେ ଶହ ଶହ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି କରିଥିବା ଦେଖିବାକୁ ମିଳିଛି।

ଧୀରେ ଧୀରେ ପରିବେଶ ନଷ୍ଟ ହେବା ସହ ଗ୍ଲୋବାଲ ୱାରମିଂ(ବିଶ୍ୱ ତାପନ) ବଢ଼ିବାରେ ଲାଗିଛି । ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାଜଧାନୀର ଉନ୍ମତ୍ତ ଫାଉଣ୍ଡେସନ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପରିବେଶ ସୁରକ୍ଷାକୁ କଡାକଡି କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ସବୁଠାରୁ ବଡ଼ କଥା ହେଲା ନର୍ସରି ସ୍କୁଲର ଅନେକ କୁନି କୁନା ପିଲା ଯୋଗଦେଇ 'ୱାନ ଟୁ ଥ୍ରୀ ଲେଟସ ପ୍ଲାଣ୍ଟ ମୋର ଟ୍ରି ' ଭଳି ନାରା ଦେଉଥିବା ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପରିବେଶ ସୁରକ୍ଷା କୁ ଆହୁରି କଡା କଡି କରିବା ଦାବି ରେ ରାଜଧାନୀ ର ରାଜରାସ୍ତା ରେ ଚାଲିଲେ ଶହେ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।

ଧୀରେ ଧୀରେ ପରିବେଶ ର ନଷ୍ଟ ହେବା ସହ ଗ୍ଲୋବାଲ ୱାରମିଙ୍ଗ ବଢ଼ିବାରେ ଲାଗିଛି। ଯାହା ଫଳ ରେ ଅନେକ ଅସୁବିଧା ର ସମୁଖିନ ହେବା କୁ ପଡୁଛି। ଯାହା କୁ ନେଇ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ପରବେଶ ସୁରକ୍ଷା ଆଇନ କୁ ବିଶ୍ଵ ସ୍ତର ରେ କଡାକଡି କରିବା ପାଇଁ
ଆଜି ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି ରେ ବାହାରି ଥିଲେ। ରାଜଧାନୀ ର ଉନମୁକ୍ତ ଫାଉଣ୍ଡେସନ ସହ ବିଭିନ୍ନ ସ୍ୱେଚ୍ଛାସେବି ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ସବୁଠାରୁ ବଡ଼ କଥା ହେଲା ନର୍ସରି ସ୍କୁଲ ର ଅନେକ କୁନି କୁନା ପିଲା ଯୋଗଦେଇ 'ୱାନ ଟୁ ତ୍ରି ଲେଟସ ପ୍ଲାଣ୍ଟ ମୋର ଟ୍ରି ' ଭଳି ନାରା ଦେଉ ଥିଲେ। one two three let's plant more treeBody: ପରିବେଶ ସୁରକ୍ଷା କୁ ଆହୁରି କଡା କଡି କରିବା ଦାବି ରେ ରାଜଧାନୀ ର ରାଜରାସ୍ତା ରେ ଚାଲିଲେ ଶହେ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।

ଧୀରେ ଧୀରେ ପରିବେଶ ର ନଷ୍ଟ ହେବା ସହ ଗ୍ଲୋବାଲ ୱାରମିଙ୍ଗ ବଢ଼ିବାରେ ଲାଗିଛି। ଯାହା ଫଳ ରେ ଅନେକ ଅସୁବିଧା ର ସମୁଖିନ ହେବା କୁ ପଡୁଛି। ଯାହା କୁ ନେଇ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ପରବେଶ ସୁରକ୍ଷା ଆଇନ କୁ ବିଶ୍ଵ ସ୍ତର ରେ କଡାକଡି କରିବା ପାଇଁ
ଆଜି ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି ରେ ବାହାରି ଥିଲେ। ରାଜଧାନୀ ର ଉନମୁକ୍ତ ଫାଉଣ୍ଡେସନ ସହ ବିଭିନ୍ନ ସ୍ୱେଚ୍ଛାସେବି ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ସବୁଠାରୁ ବଡ଼ କଥା ହେଲା ନର୍ସରି ସ୍କୁଲ ର ଅନେକ କୁନି କୁନା ପିଲା ଯୋଗଦେଇ 'ୱାନ ଟୁ ତ୍ରି ଲେଟସ ପ୍ଲାଣ୍ଟ ମୋର ଟ୍ରି ' ଭଳି ନାରା ଦେଉ ଥିଲେ। one two three let's plant more treeConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.