ବିଜେଡି ଉପରେ ପଡିବ ଅମିତଙ୍କ ଗସ୍ତ ପ୍ରଭାବ: ବିଧାୟକ ତାରା

author img

By

Published : Aug 6, 2022, 8:11 PM IST

Etv Bharat

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ଓ କଟକରେ ବିଭିନ୍ନ ଦଳୀୟ ଓ ବେସରକାରୀ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ଓ କଟକରେ ବିଭିନ୍ନ ଦଳୀୟ ଓ ବେସରକାରୀ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେଡି ଉପରେ ପଡିବ ଅମିତଙ୍କ ଗସ୍ତ ପ୍ରଭାବ: ବିଧାୟକ ତାରା ପ୍ରସାଦ ବାହିନୀ

ତାରା କହିଛନ୍ତି ଯେ, "ଅମିତ ଶାହଙ୍କ ଓଡିଶା ଗସ୍ତ ନିଶ୍ଚୟ ଭାବେ ପ୍ରଭାବ ପଡିବ । କେବଳ ପ୍ରଭାବ ନୁହେଁ ଭୟଭୀତ କରିବ । କଂଗ୍ରେସର ଢୋ, ତେଣୁ ଆମେ ଭୟଭୀତ ହେବାର ନାହିଁ । ଆମର କେହି ବିଧାୟକ, ଶିଳ୍ପପତି କି ବେପାରୀ ନୁହଁନ୍ତି । ତେଣୁ ଆମର କିଛି ହେବନାହିଁ । ବିଜୁ ଜନତା ଦଳ ଭୟଭୀତ ହେବ । ତାଙ୍କର ବେପାରୀ ଓ ଶିଳ୍ପପତି ନେତା ଅଛନ୍ତି ।"

2024ରେ ଦେଶରେ ବିଜେପିର ସିଟ ବଢିବ ନାହିଁ । ସଫା ହୋଇଯିବେ । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା, ଚାଷୀ ବିଜେପିକୁ ବୁଡେଇ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.