ETV Bharat / city

ରାଜ୍ୟ ମାନବାଧିକାର କମିଶନରେ ବର୍ଷା

author img

By

Published : Aug 1, 2022, 3:52 PM IST

Updated : Aug 1, 2022, 4:08 PM IST

ରାଜ୍ୟ ମାନବାଧିକାର କମିଶନ (OHRC)ରେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ । ଅଧିକ ପଢନ୍ତୁ

ରାଜ୍ୟ ମାନବାଧିକାର କମିଶନରେ ବର୍ଷା
ରାଜ୍ୟ ମାନବାଧିକାର କମିଶନରେ ବର୍ଷା

ଭୁବନେଶ୍ବର: ବୈବାହିକ ଜୀବନକୁ ନେଇ ବିବାଦରେ ଥିବା ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମାନବାଧିକାର କମିଶନ (OHRC)ରେ ପହଞ୍ଚିଛନ୍ତି । ସ୍ୱାମୀ ତଥା ସାଂସଦ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ଭିଡିଓ ପୋଷ୍ଟକୁ ଚ୍ୟାଲେଞ୍ଜ କରି ସେ କମିଶନକୁ ଆସିଥିଲେ ବୋଲି ସୂଚନା ମିଳିଛି ।

ରାଜ୍ୟ ମାନବାଧିକାର କମିଶନରେ ବର୍ଷା

ଅନ୍ୟପଟେ ଗତ କିଛି ଦିନ ପୂର୍ବରୁ ଜାତିଆଣ ଆକ୍ଷେପ ଅଭିଯୋଗରେ ଦିଲ୍ଲୀ ପୋଲିସ ସମନ ଜାରି କରିବା ପରେ ବର୍ଷା ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଗିରଫଦାରୀ ଭୟରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 1, 2022, 4:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.