ରୁମଝୁମ ନାୟକଙ୍କୁ ‘ଅକ୍ଷୟ ସାହିତ୍ୟ’, ଛନ୍ଦା ମିଶ୍ର ‘ଅକ୍ଷୟ ସଙ୍ଗୀତ’ରେ ସମ୍ମାନିତ

author img

By

Published : Nov 17, 2019, 10:53 PM IST

ଖୋକା ଭାଇଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଶନିବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି । ଏହି ଅବସରରେ ଗାଳ୍ପିକା ରୁମଝୁମ ନାୟକଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଠ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବର: ଖୋକା ଭାଇଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଶନିବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି । ଏହି ଅବସରରେ ଗାଳ୍ପିକା ରୁମଝୁମ ନାୟକଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଠ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମରେ ସିନେ କ୍ରିଟିକ୍ସ ଆସୋସିଏସନର ଅଧକ୍ଷ ଦିଲ୍ଲୀପ ହାଲି , କିଟ୍ କଲେଜ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଓ ସ୍ମୃତି ତୁମେ ଅକ୍ଷୟର ସଭାପତି ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଗାଳ୍ପିକା ରୁମଝୁମ ନାୟକଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନରେ ଓ ବିଶିଷ୍ଠ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅକ୍ଷୟ ସାହିତ୍ୟ ସମ୍ମାନ ରେ ସମ୍ନାନିତ ହେଲେ
ଗାଳ୍ପିକା ରୁମଝୁମ ନାୟକ ଓ ଅକ୍ଷୟ ସଙ୍ଗୀତ ସମ୍ମାନ ରେ ସମ୍ମାନିତ ହେଲେ ବିଶିଷ୍ଠ କଣ୍ଠ ଶିଳ୍ପୀ ଛନ୍ଦ। ମିଶ୍ର


ଓଡ଼ିଆ ସେନେ କ୍ରିଟିକ୍ସ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ହୋଇଛି 17 ତମ ଅକ୍ଷୟ ମହାନ୍ତି ସ୍ମୃତି ସମାରୋହ। ଅକ୍ଷୟ ଙ୍କ କେବଳ ଜେ ସଙ୍ଗୀତ ପ୍ରତି ଅବଦାନ ନୁହେଁ ସାହିତ୍ୟ ପ୍ରତି ବିପ୍ଳବ ଅବଦାନ ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଛି।ଏହି କାର୍ଯ୍ୟକ୍ରମ ରେ ସିନେ କ୍ରିଟିକ୍ସ ଅଶୋ ସିଏସନ ର ଅଧକ୍ଷ ଦିଲ୍ଲୀପ ହାଲି କିଟ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଓ ସ୍ମୃତି ତୁମେ ଅକ୍ଷୟ ର ସଭାପତି ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇଥିଲେ।ଗାଳ୍ପିକା ରୁମଝୁମ ନାୟକ ଙ୍କୁ ଚଳିତ ବର୍ଷ ଅକ୍ଷୟ ସାହିତ୍ୟ ସମ୍ମାନ ଓ ବିଶିଷ୍ଠ କଣ୍ଠ ଶିଳ୍ପୀ ଛନ୍ଦ। ମିଶ୍ର ଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ ରେ ସମ୍ମାନିତ କରାଯାଇଛି।Body:
ଅକ୍ଷୟ ସାହିତ୍ୟ ସମ୍ମାନ ରେ ସମ୍ନାନିତ ହେଲେ
ଗାଳ୍ପିକା ରୁମଝୁମ ନାୟକ ଓ ଅକ୍ଷୟ ସଙ୍ଗୀତ ସମ୍ମାନ ରେ ସମ୍ମାନିତ ହେଲେ ବିଶିଷ୍ଠ କଣ୍ଠ ଶିଳ୍ପୀ ଛନ୍ଦ। ମିଶ୍ର


ଓଡ଼ିଆ ସେନେ କ୍ରିଟିକ୍ସ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ହୋଇଛି 17 ତମ ଅକ୍ଷୟ ମହାନ୍ତି ସ୍ମୃତି ସମାରୋହ। ଅକ୍ଷୟ ଙ୍କ କେବଳ ଜେ ସଙ୍ଗୀତ ପ୍ରତି ଅବଦାନ ନୁହେଁ ସାହିତ୍ୟ ପ୍ରତି ବିପ୍ଳବ ଅବଦାନ ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଛି।ଏହି କାର୍ଯ୍ୟକ୍ରମ ରେ ସିନେ କ୍ରିଟିକ୍ସ ଅଶୋ ସିଏସନ ର ଅଧକ୍ଷ ଦିଲ୍ଲୀପ ହାଲି କିଟ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଓ ସ୍ମୃତି ତୁମେ ଅକ୍ଷୟ ର ସଭାପତି ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇଥିଲେ।ଗାଳ୍ପିକା ରୁମଝୁମ ନାୟକ ଙ୍କୁ ଚଳିତ ବର୍ଷ ଅକ୍ଷୟ ସାହିତ୍ୟ ସମ୍ମାନ ଓ ବିଶିଷ୍ଠ କଣ୍ଠ ଶିଳ୍ପୀ ଛନ୍ଦ। ମିଶ୍ର ଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ ରେ ସମ୍ମାନିତ କରାଯାଇଛି।Conclusion:

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.