ETV Bharat / bharat

TOP NEWS 11AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 18, 2022, 11:01 AM IST

ନଜର ପକାନ୍ତୁ NEWS 11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, 24 ଘଣ୍ଟାରେ ଅବପାତ ସମ୍ଭାବନା

ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l

3.Odisha Corona Cases, ଦିନକରେ 482 ସଂକ୍ରମିତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 482 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.Flipkart ଗଣିବ 1 ଲକ୍ଷ ଫାଇନ, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

ଗ୍ରାହକଙ୍କୁ ନିମ୍ନମାନର ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ Amazon ପରେ ଏକ ଲକ୍ଷର ଫାଇନ ଗଣିବ Flipkart ।

5.India Corona Cases, ଦିନକରେ 12608 ନୂଆ ସଂକ୍ରମିତ

ଦେଶରେ ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମୋଟ 12,608 ନୂଆ ସଂକ୍ରମିତ ଚିହ୍ନଟ ।

6.ଲୁଣା ନଦୀରେ ଘଳିଆ, ବନ୍ଧ ସୁରକ୍ଷା ଲାଗି ଉଜାଗର ଗାଁ ଲୋକେ

ମହାନଦୀରୁ ବନ୍ୟାଜଳ ଆସିବା ଯୋଗୁଁ କେନ୍ଦ୍ରାପଡାରେ ପ୍ରବାହିତ ଏହାର ଶାଖା ଲୁଣା ନଦୀ ଫୁଲିଛି । ଲୁଣା ନଦୀରୁ ପାଣି ଆସି ନଦୀକୂଳିଆ ଗାଁଗୁଡିକୁ ପ୍ରଭାବିତ କରିଛି ।

7.ରାଜଧାନୀ ଉପକଣ୍ଠରେ ପସିଲା ବନ୍ୟା ଜଳ, ହନ୍ତସନ୍ତ ଲୋକେ

ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର କଣ୍ଟିଲୋ ଗ୍ରାମରେ ବନ୍ୟା ପରିସ୍ଥିତି । ଟ୍ରାକ୍ଟରରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ।

8.ଶିଶୁଙ୍କ ପାଇଁ ଲାଗିବ ଟିକେଟ୍‌, ଖବରକୁ ଖଣ୍ଡନ କଲା ରେଳ ମନ୍ତ୍ରଣାଳୟ

ରେଳବାଇ ଟିକେଟକୁ ନେଇ ପ୍ରକାଶ ପାଉଥିବା ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ରେଳ ମନ୍ତ୍ରଣାଳୟ ।

9.ବନ୍ୟା ପରିଚାଳନା, ସତ୍ୟବ୍ରତଙ୍କୁ ଜଗତସିଂହପୁର ଓ ଜି ରେଘୁଙ୍କୁ କେନ୍ଦ୍ରାପଡା ଦାୟିତ୍ବ

ଜଗତସିଂହପୁର ଓ କେନ୍ଦ୍ରାପଡାରେ ବନ୍ୟା ପରିଚାଳନା ଲାଗି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର।

10.ଭାଇରାଲ ହେଉଛି ବିପାଶା ବସୁଙ୍କ ଫନି ପ୍ରେଗେନ୍ସି ଭିଡିଓ

ବିପାଶା ବସୁ ପ୍ରଶଂସକମାନଙ୍କୁ ଖୁସି ଖବର ଦେବା ପରେ ବୁଧବାର ଏକ ନୂଆ ପ୍ରେଗେନ୍ସି ଭିଡିଓ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.