ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 18, 2022, 9:06 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୯ ଘଣ୍ଟା ଜେରା

ବେଆଇନ ଖଣି ଖନନ ମାମଲା । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୀର୍ଘ ୯ ଘଣ୍ଟା କଲା ଇଡି ।

2. ୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ

ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଫେକ କଲ ।

3.ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ଶେଷ ଦିନରେ 13 ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

4.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

5.ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଏନେଇ ଦଳଗତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛି ରାଇରଙ୍ଗପୁର ଓକିଲ ସଂଘ ।

6.ମୃତ୍ତିକା ସଂରକ୍ଷଣ PDMଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ କୋଟଗଡ ବ୍ଲକର ପିଡିଏମ ରାମଚନ୍ଦ୍ର କାର୍ଜିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

7.ସରିଲା ଐତିହାସିକ ବାଲିଯାତ୍ରା, ପୁଣି ଆର ବର୍ଷକୁ ଅପେକ୍ଷା

ଉଦଯାପିତ ହେଲା ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । 10 ଦିନ ଧରି ମହାନଦୀର ଗଡ଼ଗଡ଼ିଆ ପଠାରେ ଚାଲିଥିବା ବାଲିଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

8.Gujarat poll: AAPରେ ନାମାଙ୍କନ ପ୍ରତ୍ୟାହାର ଭୟ ! ଅଜ୍ଞାତ ସ୍ଥାନରେ ସମସ୍ତ ଦଳୀୟ ପ୍ରାର୍ଥୀ

ଗୁଜୁରାଟରେ ଆମ ଆଦମୀ ପାର୍ଟିକୁ ଘାରିଛି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଭୟ । ସମସ୍ତ ପ୍ରାର୍ଥୀଙ୍କୁ ଅଜ୍ଞାତ ସ୍ଥାନରେ ରଖାଯାଇଥିବା ଚର୍ଚ୍ଚା (Aam Admi party candidate in Gujarat)।

9.ଦହିବରା ବିନା ବାଲିଯାତ୍ରା ବୁଲା ଅଧୁରା, ଶେଷ ଦିନରେ ଷ୍ଟଲରେ ପ୍ରବଳ ଭିଡ

ସୁଆଦିଆ ଦହିବରା ସାଙ୍ଗକୁ ସ୍ପେଶାଲ ଘୁଘୁନି, ତା'ଉପରେ ପଡ଼ିଛି ଅଳ୍ପ ପିଆଜ ଓ ଧନିଆ ପତ୍ର ।

10.ସଞ୍ଜୟଙ୍କ ବୟାନ ପରେ ଥାର୍ଡ ଫ୍ଲୋରରେ ଝଡ ! ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ ଆସିବ

ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟଙ୍କ ବିଦେଶୀ ଶକ୍ତି ଓଡିଶାକୁ ଲୁଟ ପାଇଁ ଚାହୁଁଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.