ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 10, 2022, 11:01 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର ବଡ଼ ଖବରt

1.ରାଣୀ ଏଲିଜାବେଥଙ୍କୁ ଚାର୍ଲ୍ସଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: କହିଲେ ମୋ ପ୍ରିୟ ମାଆ, ତୁମକୁ ଧନ୍ୟବାଦ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ପ୍ରଥମ ଥର ଦେଶକୁ ସମ୍ବୋଧନ କଲେ ରାଜା ଚାର୍ଲ୍ସ ।

2.740 ଗୋଲାପର ବାଲୁକା କଳାରେ ରାଣୀ ଏଲିଜାବେଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ

୯୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ବ୍ରିଟେନ୍‌ ରାଣୀ ଏଲିଜାବେଥ ଦ୍ବିତୀୟ

3.India Corona, ଦିନକରେ ୫୫୫୪ ନୂଆ ସଂକ୍ରମିତ

ଦେଶରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5,554 ନୂଆ ସଂକ୍ରମିତ ଚିହ୍ନଟ ।

4.Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

5.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

6.କାଦୁଅ ରାସ୍ତାରେ ଗଡି ଗଡି ବିକ୍ଷୋଭ କଲେ ୱାର୍ଡ ମେମ୍ବର

ଗାଁରେ ପକ୍କା ରାସ୍ତା ନିର୍ମାଣ ଦାବିରେ ୱାର୍ଡ ମେମ୍ବରଙ୍କ ଅଭିନବ ବିକ୍ଷୋଭ । କାଦୁଅ ପଚ ପଚ ରାସ୍ତାରେ ଗଡିଲେ ୱାର୍ଡ ମେମ୍ବର ।

7.ବନ୍ୟା କ୍ଷୟକ୍ଷତି ପୁନଃ ଆକଳନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ବନ୍ୟା କ୍ଷୟକ୍ଷତି ପୁନଃ ଆକଳନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ପିସିସି କିଷାନ ମୋର୍ଚ୍ଚା ।

8.ମାସେ ହେଲାଣି ଅନ୍ଧାରରେ ଗାଁ, ନୂଆଗାଁ ବିଦ୍ୟୁତ୍‌ ଅଫିସ ଘେରିଲେ ଗ୍ରାମବାସୀ

ଦୀର୍ଘ ମାସେ ହେବ ଗାଁକୁ ଆସୁନି ବିଜୁଳି । ଜଙ୍ଗଲ ପାହାଡ଼ ମଧ୍ୟରେ ରହିଥିବାରୁ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ ।

9.ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଅନୁରାଗ କଶ୍ୟପ

ହିନ୍ଦୀ ସିନେମାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଜି ଜନ୍ମଦିନ ।

10.Honey Singh Divorce: ହନି ସିଂ ଦେବେ ୧ କୋଟି, ଛାଡ୍ରପତ୍ର ନେଲେ ପତ୍ନୀ ଶାଲିନୀ

ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଛାଡପତ୍ର ନେଇଛନ୍ତି । ଦିଲ୍ଲୀର ସାକେଟ ଜିଲ୍ଲା କୋର୍ଟର ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.