Global Innovation Index 2022: ଉନ୍ନତ ପ୍ରଦର୍ଶନ କରି 40ତମ ସ୍ଥାନରେ ଭାରତ

author img

By

Published : Sep 29, 2022, 11:06 PM IST

Updated : Sep 30, 2022, 4:01 PM IST

India climbed six places to 40th position in Global Innovation Index 2022

ଗ୍ଲୋବାଲ ଉଦ୍ଭାବନ ସୂଚକାଙ୍କରେ (Global Innovation Index) ଭାରତ ୬ଟି ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚିଛି ।

ନୂଆଦିଲ୍ଲୀ: ଗ୍ଲୋବାଲ ଉଦ୍ଭାବନ ସୂଚକାଙ୍କରେ (Global Innovation Index) ଭାରତ ୬ଟି ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚିଛି । କେତେକ ବିଶେଷ ମାନଦଣ୍ଡକୁ ହିସାବକୁ ନେବାପରେ ଭାରତ ଏହି କ୍ଷେତ୍ରରେ ଉପରକୁ ଉଠିଛି । ଏହି ତାଲିକାରେ ସର୍ବାଗ୍ରେ ରହିଛି ସ୍ବିଜରଲ୍ୟାଣ୍ଡ । ଲଗାତାର ୧୨ ବର୍ଷ ଧରି ଏହି ତାଲିାକିର ସର୍ବଶୀର୍ଷରେ ରହି ଆସୁଛି ସ୍ବିଜରଲ୍ୟାଣ୍ଡ ।

WIPO 2022 Global Innovation Indexରେ ଚୀନ ଟପ୍‌ ୧୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି । ଉନ୍ନତ ଉଦ୍ଭାବନ କ୍ଷେତ୍ରରେ ଭାରତ ନୂଆନୂଆ ମାଇଲ୍‌ଷ୍ଟୋନ୍‌ ଛୁଇଁଥିବାରୁ ପ୍ରଥମ ଥର ପାଇଁ ୪୦ଟି ଦେଶ ମଧ୍ୟରେ ସାମିଲ ହୋଇ ପାରିଛି । ଏହି କ୍ରମରେ ତୁର୍କୀ ମଧ୍ୟ ପ୍ରଥମ ୪୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ।

Last Updated :Sep 30, 2022, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.