ETV Bharat / bharat

ସାନିଟାଇଜର ଓ ଭେଣ୍ଟିଲେଟର ରପ୍ତାନୀ ଉପରେ କେନ୍ଦ୍ରର ନିଷେଧାଦେଶ

author img

By

Published : Mar 25, 2020, 1:59 PM IST

ବଜାରକୁ ସାନିଟାଇଜର ଏବଂ ସମସ୍ତ ପ୍ରକାର ଭେଣ୍ଟିଲେଟର ରପ୍ତାନି ଉପରେ କେନ୍ଦ୍ର ମଙ୍ଗଳବାର ଦିନ ରଦ୍ଦ କରିଛି। ଅଧିକ ଖବର ପଢନ୍ତୁ...

Export of sanitisers, all types of ventilators prohibited
ସାନିଟାଇଜର ଓ ଭେଣ୍ଟିଲେଟର ରପ୍ତାନୀ ଉପରେ କେନ୍ଦର ନିଷେଧାଦେଶ

ନୂଆଦିଲ୍ଲୀ: କ୍ଷୀପ୍ର ଗତିରେ ସଂକ୍ରମଣ ଘଟାଇ ଚାଲିଛି COVID-19 । ଏନେଇ ବଜାରକୁ ସାନିଟାଇଜର ଏବଂ ସମସ୍ତ ପ୍ରକାର ଭେଣ୍ଟିଲେଟର ରପ୍ତାନି ଉପରେ କେନ୍ଦ୍ର ମଙ୍ଗଳବାର ଦିନ ରଦ୍ଦ କରିଛି।

ଏହାପୂର୍ବରୁ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ମାର୍ଚ୍ଚ 19 ରେ ନିଷେଧ ବର୍ଗ ଅଧୀନରେ ଭେଣ୍ଟିଲେଟର ରଖିଥିଲା, ତଥାପି ଏହି ବିଷୟରେ ବିଜ୍ଞପ୍ତି ଆହୁରି ବିସ୍ତାର କରାଯାଇଥିଲା।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହା ନିଷିଦ୍ଧ ବର୍ଗ ଅନ୍ତର୍ଗତ ଉତ୍ପାଦଗୁଡିକର ଆଭିମୁଖ୍ୟକୁ ବ୍ୟାପକ କରିଥାଏ ଏନେଇ କୌଣସି ବର୍ଗୀକରଣ ଦ୍ବାରା ସାମଗ୍ରୀର ରପ୍ତାନି ପରିସରକୁ ରୋକାଯାଇପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.