ETV Bharat / photos

ଶୁଭ୍ର ଚାଦରରେ ଢାଙ୍କି ହୋଇଛି ପ୍ରକୃତିରାଣୀ, ତୁଷାରପାତରେ ମଜା ନେଉଛନ୍ତି ଲୋକେ

author img

By ETV Bharat Odisha Team

Published : Feb 4, 2024, 11:30 AM IST

Beautiful Pictures Of Snowfall In India
Snowfall In India: କମୁନି ଶୀତର ପ୍ରକୋପ । ପାହାଡିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଧଳା ଚାଦରରେ ଘୋଡାଇ ହୋଇଛି ପ୍ରକୃତି ରାଣୀ । ଏହି ସୁନ୍ଦର ମନଲୋଭା ଦୃଶ୍ୟ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ପର୍ଯ୍ୟଟକ ବି ସୁଯୋଗକୁ ଜମାବି ହାତ ଛଡା କରିନାହାନ୍ତି । ଦେଖନ୍ତୁ, ଭାରତର କିଛି ସୁନ୍ଦର ବରଫାଚ୍ଛନ୍ନ ଅଞ୍ଚଳର ଦୃଶ୍ୟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.