ETV Bharat / state

'Shraddha Sanjivani',  a ray of hope for HIV-affected in Odisha

author img

By

Published : Dec 1, 2019, 12:11 AM IST

'Shraddha Sanjivani Child Care Home', established by Ganjam district administration at Gopalpur has played a vital role in educating and adding the virus-infected children to the mainstream of the society. The organisation takes care of these affected children and ensures their wellbeing.

ee
ee

Ganjam (Odisha): At a time when HIV is considered as a social stigma among many, 'Shraddha Sanjivani Child Care Home' has emerged as the last ray of hope for dozens of HIV-affected orphan children in Odisha's Ganjam district.

'Shraddha Sanjivani', a ray of hope for HIV-affected in Odisha

Established on December 21, 2007 by Ganjam district administration at Gopalpur, the organisation plays a vital role in educating and adding the virus-infected children to the mainstream of the society.

The public welfare programme has changed the lives of more than 85 children out which some emerged as IITians and entrepreneurs.

The organisation takes care of these affected children and ensures their wellbeing.

The home offers nutritious food, teaches yoga, tailoring and computer to these children. Moreover, it provides sanitary pads to girls living there.

Concerned over their physical fitness, the organisation also ensures training on various sports and healthcare activities so that they can overcome any difficulties in the future.

Ganjam witnessed a rise in HIV affected patients as most of the people are migrant labourers here who move to other states in search of work and get affected with the virus there.

Also read: Winged guests arrive at Odisha's Chilika

Intro:ଏଚ୍.ଆଇ.ଭି ଆକ୍ରାନ୍ତ ଅନାଥ ଶିଶୁଙ୍କ ଆଶାର ଆଲୋକ ପାଲଟିଛି ଶ୍ରଦ୍ଧା ସଞ୍ଜିବନୀ Body:()- ବିଂଶ ଶତାଦ୍ଧୀର ପ୍ରାରମ୍ଭରେ ରାଜ୍ୟ ତଥା ଦେଶରେ ଗଞ୍ଜାମ ଜିଲ୍ଲାରେ ଏଡସ୍ ର ସ୍ଥିତି ରହିଥିଲା ଅତ୍ୟନ୍ତ ଚିନ୍ତାଜନକ । ଜିଲ୍ଲାର ଲକ୍ଷ ଲକ୍ଷ ଯୁବକ ଦାଦନ ପାଇଁ ଯେତେ ପରିମାଣରେ ଅନ୍ୟ ରାଜ୍ୟକୁ ଛୁଟିଥିଲେ ସେହି ପରିମାଣରେ ଏଚ୍.ଆଇ.ଭି ପଜେଟିଭ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିଲା । ଆଉ ଏହି ସମୟରେ ଏଡସ୍ ସତେଯେପରି ଏହି ଜିଲ୍ଲାର ଅନେକ ପରିବାରର ସ୍ୱପ୍ନକୁ କରିଦେଇଛି ଛାରଖାର । ଏଚଆଇଭି ପଜିଟିଭ ରେ ଆକ୍ରାନ୍ତ ହେବା ପରେ ଅନେକଙ୍କ ମୃତ୍ୟୁ ଘଟିଥିଲା । ଜନ୍ମ କଲା ସନ୍ତାନ କୁ ଛାଡି କାହାର ବାପା ଆରପାରିରେ ତା ଆଉ କାହାପାଇଁ ଜନ୍ମଦେଲା ମାକୁ ଦେଖିବା ସତେ ଯେପରି ସବୁଦିନ ପାଇଁ ସ୍ୱପ୍ନ ପାଲଟିଯାଇଥିଲା । ଏଭଳି ସମୟରେ ନିଷ୍ପାପ ଶିଶୁଟିଏ ଏଚ୍.ଆଇ.ଭି ପଜେଟିଭି ଥିବା ଜାଣିବା ପରେ ପରିବାରର ଅନ୍ୟ ସଦସ୍ୟ ମାନେ ଥାଇ ବି ଶିଶୁଟିକୁ ଆହା କରୁନଥିବା ଏବଂ ବହୁ ଶିଶୁ ଅନାଥ ପାଲଟିଯାଇଥିଲେ । ଏଭଳି ସମୟରେ ୨୦୦୭ ମସିହା ଡିସେମ୍ୱର ମାସର ୨୧ ତାରିଖରେ ଜିଲ୍ଲାର ଗୋପାଳପୁର ଠାରେ ଆନାଥ ଶିଶୁ ଙ୍କୁ ନେଇ ସେମାନଙ୍କ ଭବିଷ୍ୟତ ଗଢିବାର ସ୍ୱପ୍ନ ଏବଂ ଯୋଜନା ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଆରମ୍ଭ ହୋଇଥିଲା ଶ୍ରଦ୍ଧା ସଞ୍ଜିବନୀ । ଗତ କିଛି ବର୍ଷ ଧରି ଏଠାରେ ଉଦ୍ୟମ ଜାରି ରହିଥିବା ବେଳେ ରାଜ୍ୟର ଆଠଟି ଜିଲ୍ଲାରୁ ନିଜ ପରିବାର ବର୍ଗଙ୍କୁ ହରାଇଥିବା ପ୍ରାୟ ୮୫ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଇତି ମଧ୍ୟରେ ସୁସ୍ଥ ଜୀବନ ବିତାଇବା ସହ ପାଇ ପାରିଛନ୍ତି ଆତ୍ମନିର୍ଭରଶୀଳ ହେବାର ସୁଯୋଗ । କିଏ ଦଶମ ଶ୍ରେଣୀ ପାସ କରି ଆଇଟିଆଇ ପରି ବୈଷୟିକ ଶିକ୍ଷାଗ୍ରହଣ କରିପାରିଛି ତ ଆଉ କିଏ ଯୁକ୍ତ ଦୁଇ ପରେ ବିଭିନ୍ନ ତାଲିମ ନେଇ ସ୍ୱାବଲମ୍ୱୀ ହେବା ସହ ରାଜ୍ୟ ବାହାରେ ପାଇପାରିଛି ନିଯୁକ୍ତି ସୁଯୋଗ ।
ବାଇଟ୍-ଲୋକନାଥ ମିଶ୍ର(ପ୍ରତିଷ୍ଠାତା ସଦସ୍ୟ,ଶ୍ରଦ୍ଧା ସଞ୍ଜିବନୀ )
ବାଇଟ୍-ଆଶା ଆକାଶ ଗୁରୁ(ଅଧିକ୍ଷକ, ଶ୍ରଦ୍ଧା ସଞ୍ଜିବନୀ)
()-ଏପରିକି ଜଣେ ସାଧାରଣ ଶିଶୁ ଯେପରି ଜୀବନ ବିତାଇଥାଏ ଏଠାରେ ମଧ୍ୟ ପ୍ରତ୍ୟେକ ବିଦ୍ୟାର୍ଥୀ ଙ୍କ ପାଇଁ ରହି ଥାଏ ତାର ଦୈନିକ ଜୀବନଚର୍ଯ୍ୟା । ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ସକାଳୁ ଉଠି ନିତ୍ୟକର୍ମ ଶେଷ ପରେ ପ୍ରାର୍ଥନା ଠାରୁ ଆରମ୍ଭ କରି ଯୋଗ , ଜଳପାନ , ଶିକ୍ଷାଦାନ , ସୁଷମ ଭୋଜନ, ଅବସର ବିନୋଦନ , ମନୋରଞ୍ଜନ ଏବଂ କ୍ରୀଡା ଏପରିକି ଚିକିତ୍ସା ଭଳି ଅନେକ ବିଷୟକୁ ଦିଆଯାଇଥାଏ ଏହି ସ୍ୱତନ୍ତ୍ର ଗୃହରେ ଗୁରୁତ୍ୱ । କେବଳ ସେତିକି ନୁହେଁ ପ୍ରତେକ ବିଦ୍ୟାର୍ଥୀ ନିଜର ଶିକ୍ଷା ଶେଷ କରିବା ପରେ କିଭଳି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ ସେ ନେଇ ଏଠାରେ ଦିଆଯାଉଛି ବିଭିନ୍ନ ପ୍ରକାର ତାଲିମ । ବାଳିକା ବିଦ୍ୟାର୍ଥୀଙ୍କୁ ସାନିଟାରି ନାପକକିନ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ସିଲେଇ ଶିକ୍ଷା , କମ୍ପ୍ୟୁଟର ଓ ରବର ଷ୍ଟାମ୍ପ ପ୍ରସ୍ତୁତ କରିବା ଭଳି ବିଭିନ୍ନ କୌଶଳ ପ୍ରଦାନ କରାଯାଉଛି । ଯାହାକି ଅନ୍ତୋବାସୀ ବଡ ହେଲେ ନିଜର ଜୀବନ ଭବିଷ୍ୟତରେ କିଭଳି କାର୍ଯ୍ୟ କରିବେ ତାହାକୁ ନେଇ ପ୍ରତେକ ରଖିଛନ୍ତି ଅନେକ ସ୍ୱପ୍ନ ।
ବାଇଟ୍- ଅନ୍ତୋବାସୀ(ଶ୍ରଦ୍ଧା ସଞ୍ଜିବନୀ,ଗୋପାଳପୁର)
ବାଇଟ୍- ଅନ୍ତୋବାସୀ(ଶ୍ରଦ୍ଧା ସଞ୍ଜିବନୀ,ଗୋପାଳପୁର)
ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ)
Conclusion:*ବିଶ୍ୱ ଏଡସ୍ ଦିବସ ପାଇଁ ଡେସ୍କ ଏସାଇନ୍ ଷ୍ଟୋରୀ , କୌଣସି ବିଦ୍ୟାର୍ଥୀ ଙ୍କ ମୁହଁ ନ ଦେଖାଯିବାକୁ ଅନୁରୋଧ । ବାଇଟ୍ ଦେଇଥିବା ଜଣେ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କ ମୁହଁ ନ ଦେଖାଇବାକୁ ଅନୁରୋଧ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.