ଓଡିଶା

odisha

ଦଉଡି ଧରି ନଦୀ ପାର ହେବା ଯୁବକଙ୍କୁ ପଡିଲା ମହଙ୍ଗା, ଦେଖନ୍ତୁ ଭିଡିଓ...

By

Published : Aug 25, 2020, 4:10 PM IST

ଜୟପୁର: ସାରା ଦେଶରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ଯାହା ଫଳରେ ବିଭିନ୍ନ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏକ ନଦୀରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେବା ସମୟରେ ଯୁବକ ଜଣକ ଜୀବନକୁ ପାଣି ଛଡାଇ ନଦୀ ପାର ହେବା ପାଇଁ ଦଉଡି ମାଧ୍ୟମରେ ଚେଷ୍ଟା କରୁଥିଲେ । କିନ୍ତୁ ଯୁବକ ଜଣକ ବନ୍ୟା ପାଣିର ପ୍ରଖରସ୍ରୋତରେ ରସିରୁ ଖସି ପଳାଇଥିଲେ। ଭାଗ୍ୟବଶତଃ ଯୁବକ ଜଣକ ବଞ୍ଚିଯାଇଛନ୍ତି । ଦେଖନ୍ତୁ ଭିଡିଓ... ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details