ଓଡିଶା

odisha

ଖୋର୍ଦ୍ଧାରେ ବିଶାଳ ତ୍ରିରଙ୍ଗା ଯାତ୍ରା

By

Published : Aug 14, 2022, 8:22 PM IST

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଖୋର୍ଦ୍ଧା ପ୍ରାରମ୍ଭ କନସେପ୍ଟ ସ୍କୁଲ ପକ୍ଷରୁ ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଛନ୍ତି ।

ABOUT THE AUTHOR

...view details