ଓଡିଶା

odisha

ଛତ୍ରପୁରରେ ମା ବାଘ୍ରଦେବୀ ମନ୍ଦିରରେ ଚାଲିଛି ନବରାତ୍ର ପୂଜା

By

Published : Oct 4, 2022, 9:19 AM IST

ବ୍ରହ୍ମପୁର: ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ପ୍ରସିଦ୍ଧ ମା ବାଘ୍ରଦେବୀ ମନ୍ଦିରରେ ଚାଲିଛି ନବରାତ୍ର ପୂଜା । ଏହି ଅବସରରେ ମା'ଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details