ଓଡିଶା

odisha

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପୋଲିସ ଓ ଜିଲ୍ଲା ପ୍ରଶାସନ

By

Published : Sep 1, 2022, 4:58 PM IST

Updated : Feb 3, 2023, 8:27 PM IST

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା । ଏଠି ଗାଁ ଠାରୁ ସହର ସବୁଠି ଘରେ ଘରେ ଲୋକ ନୂଆ ଖାଉଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଜିଲ୍ଲାବାସୀଙ୍କ ଉନ୍ନତି କାମନା କରିଛନ୍ତି। ସମାନ ଭାବରେ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ବଲାଙ୍ଗୀର ଏସ ପି ନୀତିନ କୁସଲକର ଲୋକଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ଭାବେ ଏହି ପର୍ବକୁ ପାଳନ କରିବାକୁ କହିଛନ୍ତି । ଇଟିଭି ଭାରତ,ବଲାଙ୍ଗୀର
Last Updated :Feb 3, 2023, 8:27 PM IST

ABOUT THE AUTHOR

...view details