ଓଡିଶା

odisha

ସିଦ୍ଧିଧାତ୍ରୀ ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା

By

Published : Oct 4, 2022, 2:06 PM IST

Updated : Feb 3, 2023, 8:28 PM IST

ଜାରି ରହିଛି ମା ଦଶଭୂଜାଙ୍କ ପୂଜା । ନବରାତ୍ରିର ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଧମାତା, ଷଷ୍ଠୀରେ କାତ୍ୟାୟନୀ, ସପ୍ତମୀରେ କାଳରାତ୍ରୀ ଏବଂ ଅଷ୍ଟମୀରେ ମହାଗୌରୀ ରୂପରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଆଜି ମଣ୍ଡପରେ ନବମୀ ତିଥିରେ ମା' ସିଦ୍ଧିଧାତ୍ରୀ ରୂପରେ ପୂଜା ପାଉଛନ୍ତି । ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ନବମୀ ତିଥିରେ ପୂଜାର୍ଚ୍ଚନା ଚାଲିଥିବାବେଳେ ସମସ୍ତ ଶକ୍ତି ପୀଠ ଗୁଡିକରେ ଦଶମୀ ତିଥି ଅନୁଯାୟୀ ପୂଜା ପାଉଛନ୍ତି ଜଗତଜନନୀ । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details