ଓଡିଶା

odisha

ଚାଷ ଜମିରେ ସ୍ବାଧିନତା ଦିବସ ପାଳିଲେ କୃଷକ

By

Published : Aug 15, 2022, 5:10 PM IST

Updated : Feb 3, 2023, 8:26 PM IST

ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଏହି ଅବସରରେ ନିଜ ଚାଷ ଜମିରେ ତ୍ରିରଙ୍ଗା ଉଡାଇ ସ୍ବାଧିନତା ଦିବସ ପାଳନ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ । କୃଷକଙ୍କୁ ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ମିଳୁନଥିବା ଅଭିଯୋଗ କରି କୃଷକ ସେମାନଙ୍କର କାର୍ଯ୍ୟାଳୟ କୁହାଯାଉଥିବା ଜମିରେ ପାଳିଛନ୍ତି ସ୍ୱାଧୀନତା ଦିବସ । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details