ଓଡିଶା

odisha

ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ, କରନ୍ତୁ ଅପୂର୍ବ ଦର୍ଶନ...

By

Published : Dec 22, 2020, 7:53 AM IST

ପୁରୀ: ପ୍ରଭୁ ପତିତପାବନଙ୍କ ଆଳତୀ ପାଇଁ ବଡି ଭୋରରୁ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି। ଏହାପରେ ପୂଜା ପଣ୍ଡା ହାତରେ ଘଣ୍ଟି, ଦୀପ ଓ ମୁଖରେ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି। ଏହି ସମୟରେ ପାଖରେ ଉପସ୍ଥିତ ଥିବା ଅନ୍ୟ ସେବାୟତ ଓ ପଣ୍ଡା ମାନେ ପ୍ରଭୁଙ୍କୁ ସୁମିରଣ କରି ଓ ନମଃ ଭଗବତେ ବାସୁଦେବାୟ ଗୀତ ଗାଇଛନ୍ତି । ଯାହା ବେଶ ମନୋଲୋଭା ଅଟେ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details