ଓଡିଶା

odisha

ଘରେ ବନାନ୍ତୁ ଲେମନ ପାଉଣ୍ଡ କେକ୍ ଆଉ ଖୁଆନ୍ତୁ, ଦେଖନ୍ତୁ ଭିଡିଓ

By

Published : Jan 19, 2022, 8:07 AM IST

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ମୌଜ ମଜଲିସ କରନ୍ତି। ବିଶେଷ କରି ଭଲ ଭଲ ଦିନ ଆସିଲେ ଚକୋଲେଟ, କେକ, କୁକିଜ କଥା ମନେପଡ଼େ। ତେବେ ମକରସଂକ୍ରାନ୍ତି ମାହୋଲରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ। ଏଭଳି ଏକ ସହଜ ରେସିପି ହେଉଛି ଲେମନ ପାଉଣ୍ଡ କେକ୍ । (lemon pound cake ) ତେବେ ଆଉ ଡେରି କାହିଁକି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ABOUT THE AUTHOR

...view details