ଓଡିଶା

odisha

ବନ୍ୟା ପାଣିରେ ଫସି ରହିଥିଲେ 32 ଜଣ, ଦେଖନ୍ତୁ କେମିତି କରାଯାଉଛି ଉଦ୍ଧାର...

By

Published : Aug 31, 2020, 5:01 PM IST

ଗାନ୍ଧୀନଗର: ରବିବାର ସକାଳୁ ଗୋଣ୍ଡାଲ ସହର ଓ ତାଲୁକାରେ ପ୍ରବଳ ବର୍ଷା । ଫଳରେ ଗୋଣ୍ଡାଲି ନଦୀରେ ପାଣି ବଢିଯାଇଥିଲା । ଏହି ନଦୀ କୂଳରେ 32 ଲୋକ ଫସିରହିଥିଲେ । ତେଣୁ ପୌରସଂସ୍ଥାର ଅଗ୍ନିଶମ ବାହିନୀ ଦ୍ବାରା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ABOUT THE AUTHOR

...view details