ଓଡିଶା

odisha

ରାସ୍ତାକଡରୁ ଅଜଣା ମୃତଦେହ ଉଦ୍ଧାର, ତଦନ୍ତ ଜାରି

By

Published : Jan 12, 2020, 4:51 PM IST

ସ୍ଥାନୀୟ ବିନିକା ରାମପୁର ମୁଖ୍ୟରାସ୍ତା ବିଶାଲପାଲି ନିକଟସ୍ଥ ରାସ୍ତାରେ ରବିବାର ସକାଳେ ଏକ ଅଜଣା ମୃତଦେହ ପଡି ରହିଥିବା ଦେଖାଯାଇଥିଲା । ଖବର ପାଇ ବିନିକା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

unknown dead body found, subarnapur latest news, dead body found in subarnapur, ସୁବର୍ଣ୍ଣପୁରରେ ମୃତଦେହ ଉଦ୍ଧାର, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ରାସ୍ତାରୁ ଅଜଣା ମୃତଦେହ ଉଦ୍ଧାର
ପ୍ରତୀକାତ୍ମକ ଫଟୋ

ସୁବର୍ଣ୍ଣପୁର: ସ୍ଥାନୀୟ ବିନିକା ରାମପୁର ମୁଖ୍ୟରାସ୍ତା ବିଶାଲପାଲି ନିକଟସ୍ଥ ରାସ୍ତାରେ ରବିବାର ସକାଳେ ଏକ ଅଜଣା ମୃତଦେହ ପଡି ରହିଥିବା ଦେଖାଯାଇଥିଲା । ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନିକା ଦମକଳ ବାହିନୀକୁ ଖବର କରିଥିଲା । ପରେ ମୃତଦେହକୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଶାଲପାଲି ନିକଟରୁ ଅଜଣା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଘଟଣାସ୍ଥଳରୁ ପୋଲିସ OD31B8590 ନମ୍ବରର ଏକ ବାଇକ ଉଦ୍ଧାର କରି ଥାନାକୁ ଆଣିଛି । ତେବେ ବାଇକଟି ସାମ୍ନା ପଟୁ ମାଡ ହୋଇ ସମ୍ପୂର୍ଣ୍ଣ ଚୁରମାର ହୋଇଥିବା ଦେଖିବାକୁ ମିଳିଛି । ସେପଟେ ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛି ପୋଲିସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଆଜି ଵିଶାଲପାଲି ଛକ ପାଖରୁ ଏକ ମୃତ ବ୍ୟକ୍ତିର ଶବ ଜବତ କରିଛି।ବିନିକା ରାମପୁର ମୂଖ୍ୟରାସ୍ତ ବିଶାଲପାଲି ପାଖ ବୁଲାଣୀ ରାସ୍ତାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ପୋଲିସ ଖବର ପାଇଥିଲା।ବିନିକା ଦମକଳ ବାହିନି ଆଣି ବିନିକା ଡାକ୍ତର ଖାନାରେ ଭର୍ତି କରିଥିଲେ।ହେଲେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ବିନିକା ପୁଲିସ ଘଟଣା ସ୍ଥଳରୁ ଏକ ବାଇକ ଠd 31 b 8590 ଉଦ୍ଧାର କରି ଥାନାକୁ ଆଣିଛି । ବାଇର ଆଗରେ ମାଡ ହେଇ ଥିବାରୁ ବାଇକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।Conclusion:Edited visual with voice over.

ABOUT THE AUTHOR

...view details