ଓଡିଶା

odisha

ଖଡ଼ିଆଳ ବ୍ଲକରେ ଧାନମଣ୍ଡି ଉଦଘାଟନ କଲା ନୂଆପଡା ଜିଲ୍ଲା ପ୍ରଶାସନ

By

Published : Nov 28, 2020, 8:15 PM IST

ଖଡ଼ିଆଳ ବ୍ଲକ ନେହେନା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦଘାଟିତ ହୋଇଯାଇଛି ଧାନ ମଣ୍ଡି । ତେବେ ଚାଷୀ ମୋତିଲାଲ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହାର ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ...

rice mandi inaugurated by the district administration in Khadial block
ଖଡ଼ିଆଳ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନମଣ୍ଡି ଉଦଘାଟନ

ନୂଆପଡ଼ା: ଖଡ଼ିଆଳ ବ୍ଲକ ନେହେନା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦଘାଟିତ ହୋଇଯାଇଛି ଧାନ ମଣ୍ଡି । ଏହି ଉଦଘାଟନୀ ଉତ୍ସବରେ ଚାଷୀ ମୋତିଲାଲ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହାର ଉଦଘାଟନ କରିଥିଲେ ।

ଖଡ଼ିଆଳ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନମଣ୍ଡି ଉଦଘାଟନ

ତେବେ ଏହି ଉତ୍ସବରେ ଖଡ଼ିଆଳ ସମବାୟ ସମିତି ସହ ସମ୍ପାଦକ ସୁମନ ମହାଉତି, RMC ସଭ୍ୟ ଖୀରସିନ୍ଧୁ ସାହୁ, ସମବାୟ ସମିତି କର୍ମଚାରୀ ଅଶୋକ କୈବର୍ତ୍ତ ପ୍ରମୁଖ ଉଅପସ୍ଥିତ ଥିଲେ। ଅନ୍ୟପଟେ 17ଜଣ ଚାଷୀ ମଣ୍ଡିରେ ଧାନ ପକାଇଥିଲେ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details