ଓଡିଶା

odisha

ପରୀ ହତ୍ୟାକାଣ୍ଡ; ଏସଆଇଟିର LVA ଟେଷ୍ଟ ଉପରେ ଆଜି ଶୁଣାଣି

By

Published : Feb 19, 2021, 11:51 AM IST

Updated : Feb 19, 2021, 12:25 PM IST

ଲେୟର ଭଏସ ଟେଷ୍ଟ ଉପରେ ଆଜି ହେବ ଶୁଣାଣି
ଲେୟର ଭଏସ ଟେଷ୍ଟ ଉପରେ ଆଜି ହେବ ଶୁଣାଣି

11:14 February 19

ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣା; ଲେୟର ଭଏସ ଟେଷ୍ଟ ଉପରେ ଆଜି ହେବ ଶୁଣାଣି

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା । ଆଜି ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ । ଏସଆଇଟି ପକ୍ଷରୁ ଆବେଦନ ହୋଇଥିବା ଲେୟର ଭଏସ ଆନାଲିସିସ ଟେଷ୍ଟ ଉପରେ ଚିଲଡ୍ରେନ କୋର୍ଟରେ ଆଜି ବିଚାର କରିବେ । 

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 19, 2021, 12:25 PM IST

ABOUT THE AUTHOR

...view details