ମାଲକାନାଗିରି: ଜିଲ୍ଲାରେ ସକ୍ରିୟ ଥିବା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଏ ଘଟଣାରେ ଜଡିତ ଦୁଇ ମୁଖ୍ୟ ଅଭିଯୁକ୍ତ ଫୁଲଧର ଖିଲ ଓ ଦାମଦାର ହନ୍ତାଳକୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିଛି। ଏହା ସହ ସେମାନଙ୍କ ଠାରୁ 10ଟି ଚୋରା ବାଇକ ମଧ୍ୟ ଜବତ କରାଯାଇଛି।
ତେବେ ଏହି ଚୋରୀ ବାଇକକୁ କିଣିଥିବା ଲୋକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବା ସହ, ଏହି ରାକେଟରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ପୋଲିସ ଖୋଜୁଥିବା ମାଲକାନଗିରି ଏସପି କହିଛନ୍ତି।
ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ
Intro:କିଛି ଦିନର ନିରବତା ପରେ ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ଼ ସଫଳତା ।
Body:ଜିଲ୍ଲାରେ ସକ୍ରିୟ ଥିବା ବାଇକ ଚୋରି ରାକେଟର ଦୁଇ ମୁଖ୍ୟ ଅଭିଯୁକ୍ତ ଫୁଲଧର ଖିଲ ଓ ଦାମଦାର ହନ୍ତାଳ କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ପୋଲିସ 10ଟି ଚୋରା ବାଇକ ଜବତ କରିଛି । ଏହା ସହ ବାଇକ କିଣିଥିବା ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ସମସ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବା ସହ ଏହି ରାକେଟ ରେ ସାମିଲ ଥିବା ଅନ୍ୟ ମାନଙ୍କୁ ଖୋଜୁଥିବା ମାଲକାନଗିରି ଏସ ପି କହିଛନ୍ତି ।
Conclusion:ବାଇଟ-ରୁଷିକେଶ ଖିଲାରୀ ଡି, ଏସପି ମାଲକାନଗିରି