ଓଡିଶା

odisha

Odisha Assembly Winter Session: ଶିକ୍ଷକ ସମସ୍ୟାକୁ ନେଇ ହଟ୍ଟଗୋଳ, ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି

By

Published : Nov 29, 2022, 10:52 AM IST

ଆଜି ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ତେବେ ଗୃହ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଛନ୍ତି । ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଅଧିକ ପଢ଼ନ୍ତୁ

Odisha Assembly Winter Session: ଶିକ୍ଷକ ସମସ୍ୟାକୁ ନେଇ ହଟ୍ଟଗୋଳ,  ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି
Odisha Assembly Winter Session: ଶିକ୍ଷକ ସମସ୍ୟାକୁ ନେଇ ହଟ୍ଟଗୋଳ, ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ତେବେ ଗୃହ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଛନ୍ତି । ଫଳରେ ପ୍ରଶ୍ନକାଳ ଚାଲି ପାରିନାହିଁ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଏହାପରେ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଶିକ୍ଷକ ସମସ୍ୟାକୁ ନେଇ ପ୍ରତିବାଦ କରିଛନ୍ତି ବିରୋଧୀ ।

ABOUT THE AUTHOR

...view details