ଓଡିଶା

odisha

ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାଲିପାଳ ସାପ୍ତାହିକ ହାଟ

By

Published : Apr 30, 2021, 2:27 PM IST

କରୋନା ନିୟମ ଉଲ୍ଲଂଘନ କରୁବାରୁ ଘସିପୁରା ବ୍ଲକର ବାଲିପାଳ ସାପ୍ତାହିକ ହାଟକୁ ପଞ୍ଚାୟତ ପକ୍ଷରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାଲିପାଳ ସାପ୍ତାହିକ ହାଟ
ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାଲିପାଳ ସାପ୍ତାହିକ ହାଟ

ଆନନ୍ଦପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି । କିନ୍ତୁ ବହୁ ଲୋକ ଏହି ନିୟମକୁ ମାନୁନଥିବାରୁ ଏହାକୁ ଦୃଷ୍ଟିରେ ରଖି ଘସିପୁରା ବ୍ଲକର ବାଲିପାଳ ସାପ୍ତାହିକ ହାଟକୁ ପଞ୍ଚାୟତ ପକ୍ଷରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ହାଟକୁ ବହୁ ଲୋକ ସମାଗମ ହେଉଥିବାରୁ ପଞ୍ଚାୟତ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଅନ୍ୟ ପକ୍ଷରେ ଲୋକମାନେ ହାଟ କୁ ନିତ୍ୟବ୍ୟବହାର ଜିନିଷ କିଣିବା ପାଇଁ ଆସି ହଇରାଣ ହୋଇଥିଲେ ମଧ୍ୟ ପଞ୍ଚାୟତର ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ।

ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାଲିପାଳ ସାପ୍ତାହିକ ହାଟ

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details