ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରାରେ ଅଗ୍ନିଶମ ବିଭାଗ ଅଧିକାରୀ ଓମ ପ୍ରକାଶ ସ୍ବାଇଁଙ୍କ ନେତୃତ୍ବରେ କୁଶଳେଶ୍ଵର କଲେଜ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଘରପୋଡି, ଗ୍ୟାସରେ ନିଆଁ ଲାଗିବା, ସ୍କୁଲ ଓ ମେଡିକାଲରେ ନିଆଁ ଲାଗିଲେ କିପରି ନିଜର ସୁରକ୍ଷା କରିବେ ସେନେଇ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଛି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ
Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ଘଷିପୁରା ଅଗ୍ନିସମ ବାହିନୀ ଅଧିକାରୀ ଓମ ପ୍ରକାଶ ସ୍ୱାଇଁ ଙ୍କ ନେତୃତ୍ୱରେ କୁଶଳେଶ୍ଵର କଲେଜ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥାଏ । ଘରପୋଡି ,ଗ୍ୟାସରେ ନିଆଁ ଲାଗିବା ,ସ୍କୁଲ ଓ ମେଡିକାଲ ରେ ନିଆଁ ଲାଗିଲେ କିପରି ଉଧାର କରିପାରିବେ ଘଷିପୁରା ଅଗ୍ନିସମ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଲୋକ ମାନଙ୍କ ଧନ ଜୀବନ ରକ୍ଷା ହୋଇ ପାରିବ ।Body:XConclusion:X