ଓଡିଶା

odisha

ଛାତ୍ରଛାତ୍ରୀ ପାଳିଲେ ସଡକ ସୁରକ୍ଷା ସପ୍ତାହ

By

Published : Jan 15, 2020, 7:37 PM IST

31ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ..

ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ
ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

କଳାହାଣ୍ଡି: 31ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରି ସହର ପରିକ୍ରମା କରିଥିଲେ ।

ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

ସପ୍ତାହେବ୍ୟାପୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭା, ଚକ୍ଷୁ ପରୀକ୍ଷା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଲେଜ ଛାତ୍ରଛାତ୍ରୀ ଙ୍କ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ।

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ କଲେଜ ଛାତ୍ରଛାତ୍ରୀ ସାଇକେଲ ରେଲି ରେ ବାହାରି ସହର ପରିକ୍ରମା କରି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲୋକଙ୍କୁ ସଚେତନ କରାଇଥିଲେ। Body:ସପ୍ତାହ ବ୍ୟାପି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ରେଲି, ସଭା , ଚକ୍ଷୁ ପରୀକ୍ଷା ଆଦି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ସୁଚନା ଦେଇଛନ୍ତି ।
Conclusion:ବାଇଟ- ଦୀନବନ୍ଧୁ ଶୁଣ୍ଢି (ପରିବହନ ଅଧିକାରୀ)

ABOUT THE AUTHOR

...view details