ଓଡିଶା

odisha

କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

By

Published : Sep 25, 2020, 9:55 PM IST

କେନ୍ଦ୍ରର କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା । କେନ୍ଦ୍ରର କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ସ୍ବରୂପ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Kalahandi Youth Congress protest of agriculture bill
କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭବାନୀପାଟଣା: କେନ୍ଦ୍ରର କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା । କେନ୍ଦ୍ରର କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ସ୍ବରୂପ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାଟି ହୋଟେଲ ରୟାଲ ପ୍ଯାଲେସ ଠାରୁ ବାହାରି ସହର ପରିକ୍ରମା କରିଥିଲା ।

କୄଷିବିଲ୍କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ପରେ ତିନିଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ନେତା ତୁଷାର ପାଟ୍ଟଯୋଷୀ, ଦିଗାମ୍ଵର ଦୂରିଆ, ଯୁଵ କଂଗ୍ରେସର ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ ସମେତ କୋଭିଡ ନିୟମାନୁସାରେ ପ୍ରାୟ ୫୦ ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details