ଓଡିଶା

odisha

କଟକଣାକୁ ଫୁ: ଭତ୍ତା ବାଣ୍ଟିବା ବେଳେ ନା ଥିଲା ମାସ୍କ, ନା ସାମାଜିକ ଦୂରତା

By

Published : May 16, 2021, 1:29 PM IST

କୋରୋନାର ଦ୍ଵିତୀୟ ଲହର ମହାତାଣ୍ଡବ ରଚିଚାଲିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତର ଗାମୁଣ୍ଡି ଗ୍ରାମରେ । ଭତ୍ତା ଟଙ୍କା ବାଣ୍ଟିବା ସମୟରେ ନା କେହି ମାସ୍କ ପିନ୍ଧିଥିଲେ, ନା ଥିଲା ସାମାଜିକ ଦୂରତା । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ଫୁଁ, ଭତ୍ତା ବାଣ୍ଟିବା ବେଳେ ନା ଥିଲା ମାସ୍କ ନା ସାମାଜିକ ଦୂରତା
କୋରୋନା କଟକଣାକୁ ଫୁଁ, ଭତ୍ତା ବାଣ୍ଟିବା ବେଳେ ନା ଥିଲା ମାସ୍କ ନା ସାମାଜିକ ଦୂରତା

ଭଞ୍ଜନଗର: କୋରୋନାର ଦ୍ଵିତୀୟ ଲହର ମହାତାଣ୍ଡବ ରଚିଚାଲିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତର ଗାମୁଣ୍ଡି ଗ୍ରାମରେ । ଭତ୍ତା ଟଙ୍କା ବାଣ୍ଟିବା ସମୟରେ ନା କେହି ମାସ୍କ ପିନ୍ଧିଥିଲେ, ନା ଥିଲା ସାମାଜିକ ଦୂରତା ।

କୋରୋନା କଟକଣାକୁ ଫୁଁ, ଭତ୍ତା ବାଣ୍ଟିବା ବେଳେ ନା ଥିଲା ମାସ୍କ ନା ସାମାଜିକ ଦୂରତା

ରାଜ୍ୟ ସରକାର କୋରୋନାକୁ ନେଇ ବହୁ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ବାସ୍ତବରେ ନା ସରକାରୀ କର୍ମଚାରୀ ନିୟମକୁ ପାଳନ କରୁଛନ୍ତି, ନା ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରୁଛନ୍ତି । ଖୁଲମ ଖୋଲା ସରକାରୀ ନିୟମର ଧଜିଆ ଉଡାଉଥିବା ଦେଖିବାକୁ ମୁଳୁଛି । ଶେଷରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘରକୁ ଘର ବୁଲି ଭତ୍ତା ଟଙ୍କା ବଣ୍ଟା ଯିବାର ଦେଖିବାକୁ ମିଳିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details