ଓଡିଶା

odisha

WTC ଫାଇନାଲ ପାଇଁ ବିରାଟ ବାହିନୀ ଘୋଷଣା

By

Published : Jun 17, 2021, 7:43 PM IST

WTC ଫାଇନାଲ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଭାରତ । ଅଧିକ ପଢନ୍ତୁ...

Team India Announced playing XI for WTC final
WTC ଫାଇନାଲ ପାଇଁ ବିରାଟ ବାହିନୀ ଘୋଷଣା

ହାଇଦ୍ରାବାଦ: WTC ଫାଇନାଲ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଭାରତ ।

WTC ଫାଇନାଲ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶ:

ବିରାଟ କୋହଲି(କୋହଲି), ରୋହିତ ଶର୍ମା, ଶୁଭମ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ୍‌), ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details