ଓଡିଶା

odisha

KBC ହଟ୍ ସିଟରେ ଅଚ୍ୟୁତ ସାମନ୍ତ

By

Published : Nov 13, 2019, 12:37 PM IST

Updated : Nov 13, 2019, 2:13 PM IST

ଏଥର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଆସନ୍ତା 15ରେ ପ୍ରସାରଣ ହେବ କେବିସିର ଏହି ଏପିସୋଡ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଗ ବି ଅମିତାଭ ବଚ୍ଚନଙ୍କ ରିୟାଲିଟି ଶୋ କୌନ ବନେଗା କରୋଡପତି(କେବିସି) ସିଜନ 11ରେ ଏଥର ନଜର ଆସିବାକୁ ଯାଉଛନ୍ତି କିଟ, କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସେ ଅମିତାଭ ବଚ୍ଚନଙ୍କ ସହ ହଟ ସିଟ ସେୟାର କରି ବହୁତ ଉତ୍ସାହିତ ଅଛନ୍ତି । ଆଗାମୀ ଏପିସୋଡରେ ଅଚ୍ୟୁତଙ୍କୁ ପ୍ରଶ୍ନ ପଚାରିବେ ବିଗ ବି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯାହାର ସୁଟିଂ ନିକଟରେ ଶେଷ ହୋଇସାରିଛି । ଅଚ୍ୟୁତଙ୍କ ଏହି ଏପିସୋଡ ଆସନ୍ତା 15ରେ ପ୍ରସାରିତ ହେବାକୁ ଯାଉଛି । ଏହି ଶୋରେ ଅଚ୍ୟୁତ ବଲିଉଡର ଚୁଲବୁଲି ଅଭିନେତ୍ରୀ ତାପସି ପନ୍ନୁଙ୍କ ସହ ମିଶି ଡୁଏଟ ମ୍ୟାଚ ଖେଳିବେ। ଯାହା ବି ଟଙ୍କା ସେ କେବିସିରୁ ଜିତିବେ ତାକୁ ସମାଜର ହିତ କାର୍ଯ୍ୟରେ ଲଗାଇବେ ବୋଲି ଶୁଣିବାକୁ ମିଳୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କେବିସି ର ହଟ ସିଟ ରେ କିସ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ। ବିଗ୍ ବି ଙ୍କ ସହ ହଟ ସିଟ ସେୟାର କଲେ ଡ଼ ଅଚ୍ୟୁତ ସାମନ୍ତ। ଯାହାର ସୁଟିଂ ଶେଷ ହୋଇ ସାରିଥିବା ବେଳେ ଆଗାମୀ 15 ନଭେମ୍ବର ରେ ଛେଟ ପାରଦା ରେ ଟେଲିକାଷ୍ଟ ହେବ। ଏହି ଖେଳ ରେ ଡ଼ ଅଚ୍ୟୁତ ବଲିଉଡ ଅଭିନେତ୍ରୀ ତାପସି ପନ୍ୟୁ ଙ୍କ ସହ ମିଶି ଡୁଏଟ ମ୍ୟାଚ ଖେଳିବେ। ଯାହା ବି ପଇସା ସେ କେବିସି ରୁ ଜିତିବେ ତାକୁ ସମାଜର କେଉଁ ହିତ କାର୍ଯ୍ୟ ରେ ଲଗାଇବେ ତାହା ସୋ ଟେଲିକାଷ୍ଟ ହେଲା ପରେ ହିଁ ଜଣା ପଡିବ।Body:କେବିସି ର ହଟ ସିଟ ରେ କିସ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ। ବିଗ୍ ବି ଙ୍କ ସହ ହଟ ସିଟ ସେୟାର କଲେ ଡ଼ ଅଚ୍ୟୁତ ସାମନ୍ତ। ଯାହାର ସୁଟିଂ ଶେଷ ହୋଇ ସାରିଥିବା ବେଳେ ଆଗାମୀ 15 ନଭେମ୍ବର ରେ ଛେଟ ପାରଦା ରେ ଟେଲିକାଷ୍ଟ ହେବ। ଏହି ଖେଳ ରେ ଡ଼ ଅଚ୍ୟୁତ ବଲିଉଡ ଅଭିନେତ୍ରୀ ତାପସି ପନ୍ୟୁ ଙ୍କ ସହ ମିଶି ଡୁଏଟ ମ୍ୟାଚ ଖେଳିବେ। ଯାହା ବି ପଇସା ସେ କେବିସି ରୁ ଜିତିବେ ତାକୁ ସମାଜର କେଉଁ ହିତ କାର୍ଯ୍ୟ ରେ ଲଗାଇବେ ତାହା ସୋ ଟେଲିକାଷ୍ଟ ହେଲା ପରେ ହିଁ ଜଣା ପଡିବ।Conclusion:
Last Updated : Nov 13, 2019, 2:13 PM IST

ABOUT THE AUTHOR

...view details