ଓଡିଶା

odisha

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି: କମିବ ତୈଳ ଦର !

By

Published : Nov 3, 2021, 8:36 PM IST

ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥା କ୍ରମେ ୫ ଟଙ୍କା ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କଲା କେନ୍ଦ୍ର । ଅଧିକ ପଢନ୍ତୁ...

କେନ୍ଦ୍ରର ଦିପାବଳୀ ଭେଟି, ଆସନ୍ତାକାଲି ଠାରୁ ପଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହେବ ସସ୍ଥା
କେନ୍ଦ୍ରର ଦିପାବଳୀ ଭେଟି, ଆସନ୍ତାକାଲି ଠାରୁ ପଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହେବ ସସ୍ଥା

ନୂଆଦିଲ୍ଲୀ:ଅହେତୁକ ଭାବେ ବଢୁଥିବା ପେଟ୍ରୋଲ ଓ ଡ଼ିଜେଲ ଦରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଦେଖାଯାଇ ଥିବାବଳେ ଦିପାବଳୀ ଅବସରରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥା କ୍ରମେ ୫ ଟଙ୍କା ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛି କେନ୍ଦ୍ର । ଏହା ଆସନ୍ତାକାଲି ଠାରୁ ଲାଗୁ ହେବ ।

ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଫଳରେ ଆସନ୍ତାକାଲି ଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ।

@ANI

ABOUT THE AUTHOR

...view details