ଓଡିଶା

odisha

Vice Presidential poll: ଆରମ୍ଭ ହେଲା ଭୋଟ ଗଣତି, ଖୁବଶୀଘ୍ର ଫଳାଫଳ

By

Published : Aug 6, 2022, 7:10 PM IST

ସଂସଦରେ ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । ସଂଖ୍ୟା ଦୃଷ୍ଟିରୁ NDA ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ଜଗଦୀପ ଧନଖରଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମଧ୍ୟ ରହିଛି । ଖୁବଶୀଘ୍ର ଫଳାଫଳ ଘୋଷଣା । ଅଧିକ ପଢନ୍ତୁ

Vice Presidential poll: ଆରମ୍ଭ ହେଲା ଗଣତି, ଖୁବଶୀଘ୍ର ଫଳାଫଳ
Vice Presidential poll: ଆରମ୍ଭ ହେଲା ଗଣତି, ଖୁବଶୀଘ୍ର ଫଳାଫଳ

ନୂଆଦିଲ୍ଲୀ:ଆଉ କିଛି ସମୟ ପରେ ସ୍ପଷ୍ଟ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ । କିଛି ସମୟ ପୂର୍ବରୁ ସଂସଦ ଭବନ ପରିସରରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ବାଲାଟ ବକ୍ସ ଖୋଲି ଗଣତି ଜାରି ରଖିଛନ୍ତି । ଏକାଧିକ ପର୍ଯ୍ୟାୟରେ ଗଣତି ଶେଷ ହେବ । ବିଳମ୍ବିତ ସଂଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ସହ ଆନୁଷ୍ଠାନିକ ଫଳାଫଳ ଘୋଷଣା ମଧ୍ୟ ହେବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ:-Vice Presidential poll: ସରିଲା ଭୋଟିଂ, କିଛି ସମୟ ପରେ ଗଣତି ଓ ଫଳାଫଳ

ସଂଖ୍ୟା ଦୃଷ୍ଟିରୁ NDA ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ଜଗଦୀପ ଧନଖରଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details