ଓଡିଶା

odisha

ଦୁଇଟି ଭୂକମ୍ପରେ ଥରିଲା ମହାରାଷ୍ଟ୍ର,ତୀବ୍ରତା 2.7 ଓ 4.0 ରେକର୍ଡ

By

Published : Sep 5, 2020, 7:40 AM IST

ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ରିକ୍ଟର ସ୍କେଲରେ ତୀବ୍ରତା 2.7 ବୋଲି ଜଣାପଡିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଖବର ଦେଇଛି।

ଦୁଇଟି ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ତୀବ୍ରତା 2.7 ଓ 4.0 ରେକର୍ଡ
ଦୁଇଟି ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ତୀବ୍ରତା 2.7 ଓ 4.0 ରେକର୍ଡ

ନାଶିକ୍: ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ରିକ୍ଟର ସ୍କେଲରେ ତୀବ୍ରତା 2.7 ବୋଲି ଜଣାପଡିଛି। ଶନିବାର ସକାଳ 6: 36ରେ ମହାରାଷ୍ଟ୍ରର ମୁମ୍ବାଇର 98 କିଲୋମିଟର ଉତ୍ତରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଖବର ଦେଇଛି।

ଶନିବାର ରାତ୍ରିରେ ମଧ୍ୟ ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା 4.0 ବୋଲି ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଶିକର ପଶ୍ଚିମରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପାଖାପାଖି ରାତି 11:41ରେ ଘଟିଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିବା ବେଳେ ସ୍ଥାନୀୟରେ ଭୟର ବାତାବରଣ ଖେଳିଯାଇଛି।

ABOUT THE AUTHOR

...view details