ଓଡିଶା

odisha

ଇଟାଲିରେ ଛୁଟି କଟାଉଛନ୍ତି ସୁହାନା ଖାନ, ଦେଖନ୍ତୁ ଫଟୋ - Suhana Khan In Italy

By ETV Bharat Odisha Team

Published : Apr 21, 2024, 5:23 PM IST

Suhana Khan: ଇଟାଲିରେ କିଙ୍ଗ ଖାନ ଶାହରୁଖଙ୍କ ଲାଡଲି ସୁହାନା ଖାନ । ସେ ଛୁଟି କାଟିବାକୁ ଇଟାଲି ଯାଇଥିବାବେଳେ ନିଜ ଫଟୋ ସମେତ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ନିଜର ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । କଳା ରଙ୍ଗର ସନ ଗ୍ଲାସ ସହ କଳା ଜ୍ୟାକେଟରେ ଚମକଦାର ଲୁକରେ ନଜର ଆସିଛନ୍ତି ସୁହାନା ।
ଇଟାଲିରେ କଳା ଜ୍ୟାକେଟରେ ଷ୍ଟାଇଲିସ ଲୁକରେ ନଜର ଆସିଲେ ସୁହାନା ଖାନ ।
ଇଟାଲିର ମିଲନରେ ଛୁଟି କଟାଉଛନ୍ତି ଶାହରୁଖ ଖାନଙ୍କ ଝିଅ ସୁହାନା ।
ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଇଟାଲିର ବିଭିନ୍ନ ସ୍ଥାନର ଫଟୋ ପୋଷ୍ଟ କରିଛନ୍ତି ।
କାନ୍ଥରେ ଥିବା ପେଣ୍ଟିଂ ମଧ୍ୟ ପୋଷ୍ଟ କରିଛନ୍ତି ସୁହାନା ଖାନ ।
ମିରର ସେଲଫି ନେଇ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ପୋଷ୍ଟ କଲେ ସୁହାନା

ABOUT THE AUTHOR

...view details