ଓଡିଶା

odisha

ଅଫ ୱାଇଟ ସୁଟରେ ଫ୍ୟାନ୍ସଙ୍କୁ ଫିଦା କଲେ ମନୀଷା - Manisha Koirala Heeramandi

By ETV Bharat Odisha Team

Published : Apr 22, 2024, 6:29 AM IST

ରବିବାର (ଏପ୍ରିଲ 21)ରେ ଅଭିନେତ୍ରୀ ମନୀଷା କୋଇରାଲ ତାଙ୍କର ଆଗାମୀ ଧାରାବାହିକ 'ହୀରାମଣ୍ଡି' ପାଇଁ ପ୍ରମୋସନ ପ୍ରୋଗ୍ରାମରେ ଯାଇଥିଲେ । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି।
ଅଫ ୱାଇଟ ସୁଟରେ ନଜର ଆସିଲେ ମନୀଷା।
ଅଭିନେତ୍ରୀ ମନୀଷା କୋଇରାଲା ତାଙ୍କର ଆଗାମୀ ଧାରାବାହିକ 'ହୀରାମଣ୍ଡି' ପାଇଁ ପ୍ରସ୍ତୁତ ଅଛନ୍ତି
ସଂଜୟ ଲୀଲା ବଂଶାଲୀ ନିର୍ଦ୍ଦେଶନାରେ ନିର୍ମିତ ବହୁ ପ୍ରତିକ୍ଷିତ ଡେବ୍ୟୁ ୱେବ ସିରିଜ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର'
ବଂଶାଲୀଙ୍କ ଏହି ପ୍ରଥମ ସିରିଜ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ

ABOUT THE AUTHOR

...view details