ଅନ୍ୟମାନଙ୍କ ପାଇଁ ପ୍ରେରଣା, ହାତଗୋଡ ନଥାଇ ବି ସଂଘର୍ଷ କରୁଛନ୍ତି ଛାତ୍ର

By

Published : Sep 2, 2022, 8:03 PM IST

thumbnail

ହାଇଦ୍ରାବାଦ: ହାତ ନାହିଁ କି ଗୋଡ଼ ନାହିଁ । ତଥାପି ସଂଘର୍ଷ ଜାରି ରହିଛି । ନିଜ ଖାଉଛନ୍ତି ନିଜେ ସ୍କୁଲ୍‌ ଆସୁଛନ୍ତି (specially abled student became inspiration) । ଜୀବନରେ ସମସ୍ୟାର ସମ୍ଭାର ଥିବା ନେଇ ସବୁବେଳେ ଅଭିଯୋଗ କରୁଥିବା ଲୋକଙ୍କ ପାଇଁ ଏହି ଛାତ୍ର ଜଣକ ପ୍ରେରଣା ନିଶ୍ଚିତ । ଦିବ୍ୟାଙ୍ଗ ଛାତ୍ର କାହାର ସାହାଯ୍ୟ ସମର୍ଥନ ପାଇଁ ରହି ଯାଇନାହାଁନ୍ତି । ବରଂ ଏହି ଶରୀରକୁ ନେଇ ନିଜେ କଣ କରି ପାରିବେ ତାହା ଚିନ୍ତା କରିଥିବା ମନେ ହେଉଛି । ଛାତ୍ର ଜଣଙ୍କ କେଉଁ ସ୍କୁଲ୍‌ରେ ଓ କେଉଁ ରାଜ୍ୟର ତାହା ଜଣାପଡ଼ିନାହିଁ । ତେବେ ଜଣେ ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.